ଆମ ଗାଁ (ଗୁଡିଆଳି) ରେ ଗଜଲକ୍ଷ୍ମୀ

କୁମାର ପୂର୍ଣମୀ ଦିନ  ଗଜଲକ୍ଷ୍ମୀ ପୂଜା  ପଡେ
ବହୁ ଦିନ ପରେ ଏହି ବର୍ଷ ଆମ ଗାଁ ଗୁଡିଆଳି  ରେ ଗଜଲକ୍ଷ୍ମୀ ପୂଜା ନୂଆ ସାହି ପିଲା ମାନେ ଆୟୋଜନ କରିଥିଲେ
ମେଢଟି ଛୋଟିଆ ହୋଇଥିଲେ ମଧ୍ୟ ବହୁତ ସୁନ୍ଦର ହୋଇଥିଲା , ବିଶେଷ କରି ମା ଲକ୍ଷ୍ମୀ ଙ୍କ ମୂର୍ତି ଖୁବ ଆକର୍ଷଣ ହୋଇଥିଲା 
ଆମେ ମଧ୍ୟ ଗଜଲକ୍ଷ୍ମୀ ପୂଜା ଦେଖିବାକୁ ଯାଇଥିଲୁ

Comments

Popular posts from this blog

୧୫ ଅଗଷ୍ଟ ୨୦୨୦ କାହାଣୀ

୦୭ ଅଗଷ୍ଟ ୨୦୨୦ କାହାଣୀ

ଅନୁଚିନ୍ତା