Popular posts from this blog
ଅନୁଚିନ୍ତା
_*🎪🛕ଆଜିର ଅନୁଚିନ୍ତା🛕🎪*_ *🍁🍁🍁🍁🍁🍁🍁🍁🍁🍁* *➡️ମାନୁଛି କ୍ଷମା ମଣିଷର ବଡପଣିଆ କିନ୍ତୁ ଏତେ ବି କ୍ଷମା ଦିଅ ନାହିଁ ଯେ ଭୁଲ୍ କରିବା ଲୋକ ନିଜ ସୀମା ଟପିଯିବ --- ।* *➡️ଯଦି ଜୀବନରେ କାହାପାଇଁ କିଛି ଭଲ କରିଛନ୍ତି ତାହା କେବେ ବ୍ଯର୍ଥ ଯିବନାହିଁ,ଯାହା ପାଇଁ କରିଛନ୍ତି ସିଏ ହୁଏତ ଭୁଲି ଯାଇପାରେ କିନ୍ତୁ ଈଶ୍ବର ନୁହଁନ୍ତି,କେଉଁ ରାସ୍ତାରେ କାହା ମାଧ୍ୟମରେ ଆପଣଙ୍କ ଭଲ କର୍ମର ମୂଲ୍ୟ ଆପଣଙ୍କୁ ଫେରାଇବେ ।* *➡️ସମ୍ପର୍କ କେବେ ଆପେ ଆପେ ଛିଣ୍ଡି ନ ଥାଏ----ଅହଙ୍କାର,ଅଜ୍ଞାନ ଓ ସ୍ବାର୍ଥ ହିଁ ଏହାର କାରଣ ହୋଇଥାଏ ।* *➡️ଭୁଲି ହୁଏନା - ସ୍ମୃତି ,ବାନ୍ଧି ହୁଏନା - ସମୟ , ଜାଣି ହୁଏନା - ଭବିଷ୍ୟତ , ଚିହ୍ନି ହୁଏନା - ମଣିଷ , ...




Comments
Post a Comment