ଅନୁଚିନ୍ତା
_*🎪🛕ଆଜିର ଅନୁଚିନ୍ତା🛕🎪*_
*🍁🍁🍁🍁🍁🍁🍁🍁🍁🍁*
*➡️ମାନୁଛି କ୍ଷମା ମଣିଷର ବଡପଣିଆ କିନ୍ତୁ ଏତେ ବି କ୍ଷମା ଦିଅ ନାହିଁ ଯେ ଭୁଲ୍ କରିବା ଲୋକ ନିଜ ସୀମା ଟପିଯିବ --- ।*
*➡️ଯଦି ଜୀବନରେ କାହାପାଇଁ କିଛି ଭଲ କରିଛନ୍ତି ତାହା କେବେ ବ୍ଯର୍ଥ ଯିବନାହିଁ,ଯାହା ପାଇଁ କରିଛନ୍ତି ସିଏ ହୁଏତ ଭୁଲି ଯାଇପାରେ କିନ୍ତୁ ଈଶ୍ବର ନୁହଁନ୍ତି,କେଉଁ ରାସ୍ତାରେ କାହା ମାଧ୍ୟମରେ ଆପଣଙ୍କ ଭଲ କର୍ମର ମୂଲ୍ୟ ଆପଣଙ୍କୁ ଫେରାଇବେ ।*
*➡️ସମ୍ପର୍କ କେବେ ଆପେ ଆପେ ଛିଣ୍ଡି ନ ଥାଏ----ଅହଙ୍କାର,ଅଜ୍ଞାନ ଓ ସ୍ବାର୍ଥ ହିଁ ଏହାର କାରଣ ହୋଇଥାଏ ।*
*➡️ଭୁଲି ହୁଏନା - ସ୍ମୃତି ,ବାନ୍ଧି ହୁଏନା - ସମୟ , ଜାଣି ହୁଏନା - ଭବିଷ୍ୟତ , ଚିହ୍ନି ହୁଏନା - ମଣିଷ , କିଣି ହୁଏନା - ମନ , ଫେରିପାଇ ହୁଏନା - ଅତୀତ ।*
*➡️ସବୁବେଳେ ନିଜ ଭୁଲ୍ ସ୍ବୀକାର କର ,ଭୁଲ୍ ମାନିଲେ ମଣିଷ ଛୋଟ ହୁଏନାହିଁ ବରଂ ଅନ୍ୟଠାରୁ ସମ୍ମାନ ପାଏ ଆଉ ନିଜକୁ ସୁଧାରି ନିଏ ।*
*➡️ସିଗାରେଟ୍ ହୁଅ ନାହିଁ କେହି ତୁମକୁ ବ୍ଯବହାର ପରେ ବୁଟ୍ ତଳେ ଚାପିଦେବ ।ହବାର ଅଛି ତ ନିଶା ହୁଅ କେହି ତୁମକୁ ଅପ ବ୍ଯବହାର କଲେ ସେ ନିଜେ ବର୍ବାଦ ହୋଇଯିବ ।*
*🌞ଶୁଭ ସକାଳ🌞*
_*ଦିନଟି ଆପଣଙ୍କ ପାଇଁ ମଙ୍ଗଳମୟ ହେଉ.!*_
*🙏🏻 ଜୟ ଜଗନ୍ନାଥ🙏🏻*
Comments
Post a Comment