ଆଜି ର ଅନୁଚିନ୍ତା

💝 *ଆଜିର ଅନୁଚିନ୍ତା*💝
🌷💮🌻 *ତାରିଖ-୦୬/୦୩/୨୦୨୦*🌻💮🌷
*ଜୀବନର ଚଲା ବାଟରେ କୌଣସି ବିକଟ ପରିସ୍ଥିତିରେ ଭଗବାନ ଯଦି ଆପଣ ଦୃଢ଼ ସଂକଳ୍ପର ସହ କାମ କରୁଛନ୍ତି ତ ସଫଳତା ଆପଣଙ୍କ ପଛରେ ପଡ଼ିଯିବ । କଠିନ ସମୟରେ ବି ନିଜର ଲକ୍ଷ୍ୟରୁ ଓହରି ଯାଆନ୍ତୁ ନାହିଁ, ବିପଦକୁ ବିଜ୍ଞାପନରେ ବଦଳାନ୍ତୁ ।।*

*ସମୟର ସୀମାକୁ ନ ଦେଖି ସମୟର ଅନ୍ତରାଳରେ ଯଦି ତାହାକୁ ସଦୁପଯୋଗ କରିବା ତାହେଲେ ତାହା ଆମପାଇଁ ଲାଭଦାୟୀ ଓ ସୁଖଦାୟୀ ହୋଇଥାଏ । ଅଳସୁଆ ସମୟର ସୀମାକୁ ଦେଖିଥାଏ ଓ କର୍ମଠ ବ୍ୟକ୍ତି କାମକୁ ଗୁରୁତ୍ୱ ଦେଇଥାଏ । ଅଳସୁଆର ସମୟ ଯାଏ ନାହିଁ ଓ କର୍ମୀ ଲୋକକୁ ସମୟ ଅଭାବ ହୋଇଥାଏ । ତେଣୁ ସମୟକୁ ସଦୁପଯୋଗ କରିବା ନିତ୍ୟାନ୍ତ ଆବଶ୍ୟକ ।।*

*ସବୁବେଳେ ସବୁକିଛି ପାଇବାର ଆଶା ହିଁ ମନୁଷ୍ୟ କୁ ଦୁଃଖ ଓ ଅଶାନ୍ତି ର ଅନ୍ଧକାର ମଧ୍ୟକୁ ଟାଣି ନେଇଥାଏ.. ତେଣୁ ଇଶ୍ୱର ଯାହା ଦେଇଛନ୍ତି ସେଥିରେ ଖୁସି ହେବା ଉଚିତ.. ତେବେ ଯାଇ ଏ ସଂସାରରେ ଶାନ୍ତିରେ ବଞ୍ଚି ପାରିବା ll*

*କିଏ କହିଥାଏ ସମୟ 🕔 ଧୋକା ଦେଇଥାଏ ଆଉ କିଏ କହିଥାଏ ଭାଗ୍ୟ ଧୋକା ଦେଇଥାଏ.. ହେଲେ ସତ୍ୟଟା ଏୟା.. ନା ସମୟ ଆମକୁ ଧୋକା ଦେଇଥାଏ ନା ଭାଗ୍ୟ ଆମକୁ ଧୋକା ଦେଇଥାଏ.. କେବଳ ଆମ ଭରଷା ହିଁ ଆମକୁ ଦୁଃଖ ଦେଇଥାଏ ଯିଏ କିଛି ନ ବୁଝି ବିଚାରି ଅନ୍ୟ ଉପରେ ଆଖିବୁଜି ବିଶ୍ବାସ କରିଥାଏ ll*


🙏🙏 *ଜୟ ଜଗନ୍ନାଥ* 🙏🙏

Comments

Popular posts from this blog

ପାଲି ଖେଳ