Posts

ନୂଆ ୫୦ ଟଙ୍କିଆ ନୋଟ

Image
ଭାରତୀୟ ରିଜର୍ଭ ବାଙ୍କ (RBI) ସେପ୍ଟେମ୍ବର ମାସରେ ନୂଆ ୫୦ ଟଙ୍କିଆ ନୋଟ ଜାରି କରିଛନ୍ତି ନୂଆ ୫୦ ଟଙ୍କିଆ ନୋଟ  ଦେଖିବାକୁ କେନୀ  କଲର ର ଏବଂ  ଏହା  ଦେଖିବାକୁ ନୂଆ ୫୦୦ ଟଙ୍କିଆ ଓ ୨୦୦୦ ଟଙ୍କା ନୋଟ ଏଅ ଡିଜାଇନ  ଭଳି

ଆମ ଗାଁ (ଗୁଡିଆଳି) ରେ ଗଜଲକ୍ଷ୍ମୀ

Image
କୁମାର ପୂର୍ଣମୀ ଦିନ  ଗଜଲକ୍ଷ୍ମୀ ପୂଜା  ପଡେ ବହୁ ଦିନ ପରେ ଏହି ବର୍ଷ ଆମ ଗାଁ ଗୁଡିଆଳି  ରେ ଗଜଲକ୍ଷ୍ମୀ ପୂଜା ନୂଆ ସାହି ପିଲା ମାନେ ଆୟୋଜନ କରିଥିଲେ ମେଢଟି ଛୋଟିଆ ହୋଇଥିଲେ ମଧ୍ୟ ବହୁତ ସୁନ୍ଦର ହୋଇଥିଲା , ବିଶେଷ କରି ମା ଲକ୍ଷ୍ମୀ ଙ୍କ ମୂର୍ତି ଖୁବ ଆକର୍ଷଣ ହୋଇଥିଲା  ଆମେ ମଧ୍ୟ ଗଜଲକ୍ଷ୍ମୀ ପୂଜା ଦେଖିବାକୁ ଯାଇଥିଲୁ

କୁମାର ପୁର୍ଣିମା

Image
କୁମାର ପୁର୍ଣିମା  କୁମାର ପୁର୍ଣିମା ଅବସର ରେ ଆମେ ସାଙ୍ଗ ମାନେ ସାରା ଖେଳିଥିଲୁ ଏଥିରେ  ପ୍ରାୟ ସମସ୍ତେ କିଛି ନ କିଛି ହାରିଥିଲେ ପିଲୁ , ଜାଡ କ କା  କୁ ଜିତ ଥିଲା କବି ପନ୍ଦରା ଜାଲି କରି  କିଛି ପଇସା ଜିତି ନେଇଗଲା ମୋଟ ମୋଟି ଆମେ ବହୁତ ମଜା କରିଥିଲୁ

ଗଛ ଟିଏ

Image
ରୋଡ କଡରେ ଉଠିଥିବା ଗୋଟିଏ ଛୋଟିଆ ଗଛ ଟିଏ 

ସାଙ୍ଗ ମାନଙ୍କ ସହ ........

Image

ଋଷିକଲ୍ୟା ନଦୀ ପାଖରେ

Image

ପାଲି ଖେଳ

Image
ଏହି ବର୍ଷ ଦଶହରା ସେପ୍ଟେମ୍ବର ତା30 ରିଖ ରେ ପଡିଥିଲା  ଏହି ଅବସରରେ ସାହି ର ଛୋଟ ପିଲା ମାନେ ପାଲି ଖେଳିଥିଲେ